ଓଡିଶା

odisha

By

Published : Nov 1, 2019, 10:42 PM IST

ETV Bharat / state

ପୁଣି ପୁରସ୍କୃତ ହେବେ ପଦ୍ମଶ୍ରୀ ସୁଦର୍ଶନ, ପାଇବେ ଆନ୍ତର୍ଜାତୀୟ ପୁରସ୍କାର

ପୁଣି ଏକ ଆନ୍ତର୍ଜାତୀୟ ପୁରସ୍କାର ହାତେଇବେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ‘ଇଟାଲିଆନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ ପୁରସ୍କାର 2019’ ପାଇବେ ସୁଦର୍ଶନ ପଟ୍ଟନାୟକ ।

ପୁଣି ପୁରସ୍କୃତ ହେବେ ପଦ୍ମଶ୍ରୀ ସୁଦର୍ଶନ

ପୁରୀ: ପୁଣି ଏକ ଆନ୍ତର୍ଜାତୀୟ ପୁରସ୍କାର ହାତେଇବେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ‘ଇଟାଲିଆନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ ପୁରସ୍କାର 2019’ ପାଇବେ ସୁଦର୍ଶନ ପଟ୍ଟନାୟକ ।

ଫଟୋ ସୌଜନ୍ୟ-ଟ୍ବିଟର@sudarsansand

ଇଟାଲୀରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ସୁଦର୍ଶନଙ୍କୁ ଏହି ପୁରସ୍କାର ଦିଆଯିବ। ନଭେମ୍ବର ୧୩ରୁ ୧୮ ଯାଏ ଏହି ଅନ୍ତର୍ଜାତୀୟ ଉତ୍ସବ ଆୟୋଜିତ ହେବ । ଏଥିରେ ସୁଦର୍ଶନଙ୍କ ସମେତ ୮ ବିଶିଷ୍ଟ ବାଲୁକା ଶିଳ୍ପୀ ଉତ୍ସବରେ ଭାଗନେବେ ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details