ବ୍ରହ୍ମଗିରି:ପୁରୀ ଜିଲ୍ଲାର ପ୍ରସିଦ୍ଧ ଶିରୁଳି ମହାବୀର ମନ୍ଦିରକୁ ବନ୍ଦ କରିଛି ପ୍ରଶାସନ । କୋରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଶିରୁଳି ମନ୍ଦିର ବନ୍ଦ କରାଯାଇଛି । ରାଜ୍ୟ ଏବଂ ରାଜ୍ୟ ବାହାରୁ ଶିରୁଳି ମହାବୀରକୁ ଦର୍ଶନ କରିବା ପାଇଁ ପ୍ରତିଦିନ ହଜାର ହଜାର ଲୋକଙ୍କ ଭିଡ଼ ଜମି ଥାଏ ।
ବ୍ୟାପୁଛି ସଂକ୍ରମଣ, ଶିରୁଳି ମହାବୀର ମନ୍ଦିରକୁ ସିଲ କଲା ପ୍ରଶାସନ - puri news
ରାଜ୍ୟରେ ବ୍ୟାପୁଛି ସଂକ୍ରମଣ । ଶିରୁଳି ମହାବୀର ମନ୍ଦିରକୁ ସିଲ କଲା ପ୍ରଶାସନ । ଅଧିକ ପଢନ୍ତୁ...

ବ୍ୟାପୁଛି ସଂକ୍ରମଣ, ସିରୁଲି ମହାବୀର ମନ୍ଦିରକୁ ସିଲ କଲା ପ୍ରଶାସନ
ସଂକ୍ରମଣ ବୃଦ୍ଧିକୁ ନେଇ ସଦର ତହସିଲଦାର ଏବଂ ଚନ୍ଦନପୁର ଥାନା ଅଧିକାରୀ ମନ୍ଦିର ଆସି ପୂଜକଙ୍କ ସହିତ ଆଲୋଚନା କରିଛନ୍ତି । ଏବଂ ଆସନ୍ତା ମେ 15 ପଯ୍ୟନ୍ତ ମନ୍ଦିରକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ