ପୁରୀ: ଟୋକିଓ ଅଲମ୍ପିକରେ ଭାରତର ପୁରୁଷ ହକି ଟିମ କାଂସ୍ୟ ପଦକ ହାସଲ କରିଛି । ଏଥିପାଇଁ ସମଗ୍ର ଦେଶରୁ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଓ ପ୍ରଶଂସା ମିଳୁଥିବା ବେଳେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।
ବାଲୁକା ଚିତ୍ରକଳାରେ ପୁରୁଷ ହକି ଟିମକୁ ଶୁଭେଚ୍ଛା