ପୁରୀ: ଶନିବାର ପବିତ୍ର ଦିପାବଳୀ। ଏହି ଉତ୍ସଵକୁ ସାରା ଦେଶରେ ବେଶ ଯାକ ଯମକ ରେ ପାଳନ କରନ୍ତି ଦେଶବାସୀ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ଉତ୍ସବ ପାଳନ କରି ଭାଇଚାରାର ବାର୍ତ୍ତା ଦେଇଥାନ୍ତି। ଏହି ବିଶେଷ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ବାଲୁକା କଳାରେ ଦିପାବଳୀ ଶୁଭେଚ୍ଛା - ବାଲୁକା କଳା
ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ପୁରୀ ବେଳାଭୂମିରେ ବାଲୁକା କଳାରେ ଜଣାଇଲେ ଦିପାବଳୀ ଶୁଭେଚ୍ଛା । ଅଧିକ ପଢନ୍ତୁ..

ବାଲୁକା କଳାରେ ଦିପାବଳୀ ଶୁଭେଚ୍ଛା
ବାଲୁକା କଳାରେ ଦିପାବଳୀ ଶୁଭେଚ୍ଛା
ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ଏ ନେଇ ଏକ ସୁନ୍ଦର ବଲୁକା ଚିତ୍ର କଳା ଟିଏ ଗଢି ଦୀପାବଳୀର ଅଭିନନ୍ଦନ ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ
Last Updated : Nov 13, 2020, 8:58 PM IST