ପୁରୀ:କୋରୋନାକୁ ପ୍ରତିହତ ପାଇଁ ଆରମ୍ଭ ହୋଇଛି ମହାଲଢେଇ । ଦେଶବ୍ୟାପୀ ଜାରି ରହିଛି ଟୀକାକରଣ । ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଏହି ଖୁସିର ମୁହୂର୍ତ୍ତକୁ ସ୍ବାଗତ କରିଛନ୍ତି ।
ଟୀକାକରଣ ନେଇ ପୁରୀ ସମୁଦ୍ର ତଟରେ ସୁଦର୍ଶନ ଏକ ସୁନ୍ଦର ଓ ନିଚ୍ଛକ କଳାକୃତି ନିର୍ମାଣ କରିଛନ୍ତି ଏବଂ ଏକତ୍ର ହୋଇ ଆମେ କୋରୋନା ଉପରେ ବିଜୟ ପାଇବା ବୋଲି ବାର୍ତ୍ତା ଦେଇଛନ୍ତି ।