ଓଡିଶା

odisha

ETV Bharat / state

ବାଲୁକା କଳାରେ କେଜ୍ରିଓ୍ବାଲଙ୍କୁ ଶୁଭେଚ୍ଛା - sand art greets for arvind kejriwal

ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବାଲୁକା କଳାରେ ଶୁଭେଚ୍ଛା । ଅଧିକ ପଢନ୍ତୁ......

sand art greets for arvind kejriwal
କେଜ୍ରିଓ୍ବାଲଙ୍କୁ ବାଲୁକା କଳାରେ ଶୁଭେଚ୍ଛା

By

Published : Feb 11, 2020, 7:11 PM IST

ପୁରୀ:ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟିର ବିଜୟ। ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଲୋକପ୍ରିୟତା କାମ ଦେଇଛି। ଆମ ଆଦମୀ ପାର୍ଟିର ବିଜୟ ନେଇ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ ନିଜ ବାଲୁକା କଳା ମାଧ୍ୟମରେ ଦିଲ୍ଲୀ ବିଜୟକୁ ନେଇ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କେଜ୍ରିଓ୍ବାଲଙ୍କୁ ବାଲୁକା କଳାରେ ଶୁଭେଚ୍ଛା

ବାଲୁକା କଳାରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଛବିକୁ ସ୍ଥାନ ଦେବା ସହ ଶୁଭେଚ୍ଛାର ବାର୍ତ୍ତା ଦିଆଯାଇଛି ବାଲୁକା କଳାରେ। 15 ଫୁଟ ଓସାର ବିଶିଷ୍ଟ ଏହି ବାଲୁକା କଳାରେ 15 ଟନ ବାଲି ବ୍ୟବହାର ହୋଇଛି।


ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details