ବ୍ରହ୍ମଗିରି: ମଣପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରେ ଭୁଶୁଡ଼ିଲା ଛାତ । ଏଥିରେ 3 ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡ଼ିଛି । ଏନେଇ ପଞ୍ଚାୟତ ଦାୟିତ୍ବରେ ଥିବା ଜେଇ ରଜନୀ କାନ୍ତ ମାଝିଙ୍କୁ ଯୋଗାଯୋଗ କରିବାରୁ ଏହି ବିଷୟରେ ସେ ଜାଣି ନଥିବା କହିଥିଲେ । ଏବଂ ଉକ୍ତ ପଞ୍ଚାୟତରେ ପାଠାଗାର ମିର୍ମାଣ ପାଇଁ 5 ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ସେ ସୂଚନା ଦେଇଛନ୍ତି ।
ମଣପଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ଭୁଶୁଡ଼ିଲା ଛାତ - Roof collapse inside Manapada Panchayat office
ବ୍ରହ୍ମଗିରି ମଣପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରେ ଭୁଶୁଡ଼ିଲା ଛାତ । ଏଥିରେ 3 ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

ମଣପଡ଼ା ପଞ୍ଚାୟତ କାଯ୍ୟାଳୟ ମଧ୍ୟରେ ଭୁଶୁଡ଼ିଲା ଛାତ
ମଣପଡ଼ା ପଞ୍ଚାୟତ କାଯ୍ୟାଳୟ ମଧ୍ୟରେ ଭୁଶୁଡ଼ିଲା ଛାତ
ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରେ ନିମ୍ନମାନର ନିର୍ମାଣ କାର୍ଯ୍ୟରେ କେଉଁମାନେ ସମ୍ପୃକ୍ତ ଥିଲେ, ତାହା ତଦନ୍ତ ହେବା ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । ତେବେ ଆହତ ଶ୍ରମିକମାନଙ୍କୁ କେଉଁଠାରେ ରଖାଯାଇଛି ତାହା ଜଣାପଡ଼ି ନାହିଁ ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ