ଓଡିଶା

odisha

ETV Bharat / state

'ମନୁଷ୍ୟ ସେବା ମାଧବ ସେବା' ବାର୍ତ୍ତା ନେଇ ବଡଦାଣ୍ଡରେ ରେଡକ୍ରସ

ପବିତ୍ର ରଥଯାତ୍ରାରେ ସମସ୍ତେ ଆଜି ମହାବାହୁଙ୍କୁ ବଡଦାଣ୍ଡରେ ସ୍ବଚକ୍ଷୁରେ ଦର୍ଶନ କରୁଛନ୍ତି । ଆଉ ଏହି ବିଶ୍ବ ପ୍ରସିଦ୍ଧ ଯାତ୍ରାରେ ନିଜ ନିଜ ଇଚ୍ଛାରେ ସେବା କରିଥାନ୍ତି ବିଭିନ୍ନ ସ୍ବେଚ୍ଛା ସେବୀ ସଂଗଠନ ହୁଅନ୍ତୁ ବା ରେଡକ୍ରସ ।

By

Published : Jul 4, 2019, 6:25 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପୁରୀ: ଜଗତର ନାଥ ଜଗନ୍ନାଥଙ୍କ ମାନବୀୟ ଲୀଳାରେ ସାରା ସଂସାର ଆଜି ମହାବାହୁଙ୍କ ପାଇଁ ସମର୍ପିତ। ପବିତ୍ର ରଥଯାତ୍ରାରେ ସମସ୍ତେ ଆଜି ମହାବାହୁଙ୍କୁ ବଡଦାଣ୍ଡରେ ସ୍ବଚକ୍ଷୁରେ ଦର୍ଶନ କରୁଛନ୍ତି । ଆଉ ଏହି ବିଶ୍ବ ପ୍ରସିଦ୍ଧ ଯାତ୍ରାରେ ନିଜ ନିଜ ଇଚ୍ଛାରେ ସେବା କରିଥାନ୍ତି ବିଭିନ୍ନ ସ୍ବେଚ୍ଛା ସେବୀ ସଂଗଠନ ହୁଅନ୍ତୁ ବା ରେଡକ୍ରସ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ତେବେ ଏହି ଜନ ସମାଗମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ରେଡକ୍ରସ । କିଭଳି ସାହାଯ୍ୟ କରିଥାନ୍ତି କିଭଳି ତୁରନ୍ତ ସେବା ଯୋଗାଇ ଦିଆଯାଇ ପାରିବ ସେନେଇ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା।

ପୁରୀରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details