ଓଡିଶା

odisha

ETV Bharat / state

ଏଥର ମଧ୍ୟ ୟୁଟ୍ୟୁବରେ ଦେଖିପାରିବେ ରଥଯାତ୍ରା - will Provide Live Feed of World Famous Puri RathYatra

ଗତ ଥର ପରି ଚଳିତ ବର୍ଷ ମଧ୍ୟ ଭକ୍ତ ୟୁଟ୍ୟୁବରେ ଦେଖିବେ ସ୍ନାନଯାତ୍ରା ଠାରୁ ଆରମ୍ଭ କରି ରଥଯତ୍ରା, ସୁନାବେଶ ଓ ନିଳାଦ୍ରି ବିଜେ । ଅଧିକ ପଢନ୍ତୁ...

ଏଥର ମଧ୍ୟ ୟୁଟ୍ୟୁବରେ ଦେଖିପାରିବେ ରଥଯାତ୍ରା
ଏଥର ମଧ୍ୟ ୟୁଟ୍ୟୁବରେ ଦେଖିପାରିବେ ରଥଯାତ୍ରା

By

Published : Jun 4, 2021, 5:40 PM IST

ଭୁବନେଶ୍ବର: ଏଥର ୟୁଟ୍ୟୁବରେ ଦେଖିପାରିବେ ରଥଯାତ୍ରା । ଗତ ଥର ପରି ଚଳିତ ବର୍ଷ ମଧ୍ୟ ଭକ୍ତ ୟୁଟ୍ୟୁବରେ ଦେଖିବେ ସ୍ନାନଯାତ୍ରା ଠାରୁ ଆରମ୍ଭ କରି ରଥଯତ୍ରା, ସୁନାବେଶ ଓ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରତିଟି ପରମ୍ପରା । ଯାହାର ସିଧାପ୍ରସାରଣ କରିବ ଡିଡି ଓଡ଼ିଆ । ଅନ୍ୟାନ୍ୟ ଗଣମାଧ୍ୟମ ମଧ୍ୟ ନେଇପାରିବେ ଏହି ଫିଡ୍‌ । କୋଭିଡ ବେଳେ ଘରେ ଥାଇ ୟୁଟ୍ୟୁବ୍‌ରେ ଜୁନ୍‌ ୨୪ରେ ସ୍ନାନଯାତ୍ରା ଦେଖିପାରିବେ ଶ୍ରଦ୍ଧାଳୁ ।

ସେହିପରି, ଜୁଲାଇ ୧୨ରେ ରଥଯାତ୍ରାର ସିଧାପ୍ରସାରଣ, ଜୁଲାଇ ୨୦ରେ ବାହୁଡ଼ା ଯାତ୍ରା ଓ ୨୧ରେ ସୁନାବେଶର ସିଧାପ୍ରସାରଣ, ଜୁଲାଇ ୨୩ରେ ସୁନାବେଶର ସିଧାପ୍ରସାରଣ କରିବ ସୂଚନା ଓ ଲୋକସଂପର୍କ ବିଭାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details