ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଶ୍ରୀମନ୍ଦିର ବଜେଟ ଅନୁମୋଦନ ନେଇ ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ବଜେଟର ଚୂଡାନ୍ତ ରୂପରେଖକୁ ନେଇ ବୈଠକ ଅନୁଷ୍ଠିତ ହୋଇଛି ।
ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ବଜେଟ ନେଇ ଆଲୋଚନା
ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଶ୍ରୀମନ୍ଦିର ବଜେଟ ଅନୁମୋଦନ ନେଇ ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ବଜେଟର ଚୂଡାନ୍ତ ରୂପରେଖକୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ
ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ବଜେଟ ନେଇ ଆଲୋଚନା
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । 2022 -23ର ଶ୍ରୀମନ୍ଦିରର ଆୟବ୍ୟୟ ସମ୍ପର୍କିତ ବଜେଟ ଆଲୋଚନା ହେବା ସହ ବଜେଟ ପାରିତ ହେବ । ଉକ୍ତ ଆର୍ଥିକ ବର୍ଷ ପାଇଁ 237 କୋଟି 58 ଲକ୍ଷ ଟଙ୍କାର ବଜେଟ ରହିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିର ବିକ୍ରମ ଯାଦବ, ପୁରୀ ଜିଲାପାଳ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବୈଠକରେ ଉପସ୍ଥିତ ରହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Apr 25, 2022, 2:17 PM IST