ଓଡିଶା

odisha

ETV Bharat / state

'15 ତାରିଖ ସୁଦ୍ଧା ପୁରୀ ଓ କୋଣାର୍କରେ ମିଳିବ ବିଜୁଳି ସଂଯୋଗ'

ପୁରୀରେ ଫନିର ତାଣ୍ଡବ ପରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ । 15 ସୁଦ୍ଧା ପୁରୀ ଓ କୋଣାର୍କରେ ମିଳିବ ବିଜୁଳି ସଂଯୋଗ ।

By

Published : May 9, 2019, 2:43 PM IST

ଫାଇଲ ଫଟୋ

ଭୁବନେଶ୍ବର: ପୁରୀରେ ଫନିର ତାଣ୍ଡବ ପରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ । 15 ସୁଦ୍ଧା ପୁରୀ ଓ କୋଣାର୍କରେ ମିଳିବ ବିଜୁଳି ସଂଯୋଗ । ଏନେଇ ପୁରୀରେ 175ଟି ଗ୍ୟାଙ୍ଗ କାମ କରୁଥିବା କହିଛନ୍ତି ସୂଚନା ଓ ଲୋକସମ୍ପର୍କ ସଚିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କାମକୁ ତ୍ବରାନିତ କରିବା ପାଇଁ 1800 ଲୋକ ନିୟୋଜିତ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରେ 100 ଗ୍ୟାଙ୍ଗ ଲାଗିଛି । ଆହୁରି ଅଧିକ ଗ୍ୟାଙ୍ଗ ପଡୋଶୀ ରାଜ୍ୟରୁ ଆସୁଛନ୍ତି । ଏହା ସହ 500 ସରକାରୀ ଆଇଟିଆଇ ଓ ପଲିଟେକ୍ନିକ ପିଲାଙ୍କୁ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details