ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁରୀରେ କୋରୋନା କଟକଣା । ପୁରୀ ସମୁଦ୍ର ସମେତ ବିଭିନ୍ନ ଜଳାଶୟରେ ବୋଇତ ବନ୍ଦାଣ ଉତ୍ସବ ନେଇ କଟକଣା ଜାରି କରାଯାଇଛି ।
କୋରୋନା କଟକଣା; ସମୁଦ୍ର ଓ ଜଳାଶୟରେ ହେବନି ବୋଇତ ବନ୍ଦାଣ ଉତ୍ସବ - କୋରୋନା ଭାଇରସ ଲକ୍ଷଣ
ପୁରୀ ସମୁଦ୍ର ସମେତ ବିଭିନ୍ନ ଜଳାଶୟରେ ବୋଇତ ବନ୍ଦାଣ ଉତ୍ସବ ନେଇ କଟକଣା ଜାରି କରାଯାଇଛି । ଅଧିକ ପଢନ୍ତୁ...
ପୁରୀରେ ସମୁଦ୍ର ସମେତ ବିଭିନ୍ନ ଜଳାଶୟରେ ବୋଇତ ବନ୍ଦାଣ ନେଇ କଟକଣା
ପୁରୀରେ ସମୁଦ୍ର ସମେତ ବିଭିନ୍ନ ଜଳାଶୟରେ ବୋଇତ ବନ୍ଦାଣ ନେଇ କଟକଣା
ସାମ୍ପ୍ରତିକ କୋରୋନା ମହାମାରୀ ପରିସ୍ଥିତିକୁ ଆଖି ଆଗରେ ରଖି ସୋମବାର କାର୍ତ୍ତିକ ପୂୂର୍ଣ୍ଣିମା ଅବସରରେ ପୁରୀର ସମୁଦ୍ର ତଟ , ତୀର୍ଥ ପୁଷ୍କରଣୀ ଏବଂ ଅନ୍ୟାନ୍ୟ ଜଳାଶୟ ଆଦିରେ ଏକତ୍ରିତ ହେବା କିମ୍ବା ବୋଇତ ବନ୍ଦାଣ ଉପରେ କଟକଣା ଜାରି କରାଯାଇଛି । କୋରୋନା ମୁକାବିଲାରେ ଜନସାଧରଣଙ୍କ ସହଯୋଗ ଏକାନ୍ତକାମ୍ୟ ନେଇ ପୁରୀ ଉପଜିଲ୍ଲାପାଳ ନିବେଦନ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ