ଓଡିଶା

odisha

ETV Bharat / state

ବ୍ରହ୍ମପୁର ଓ ପୁରୀ ବିଶ୍ବବିଦ୍ୟାଳୟ ପାଇଁ ନୂଆ କୁଳପତି ନିଯୁକ୍ତ - prof gobinda chakrapani nad harihara hota appointed as new vc

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ । ଉଭୟଙ୍କୁ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ ।

ଫାଇଲ ଫଟୋ

By

Published : Sep 30, 2019, 6:20 PM IST

Updated : Sep 30, 2019, 8:01 PM IST


ବ୍ରହ୍ମପୁର: ବ୍ରହ୍ମପୁର ଓ ପୁରୀ ବିଶ୍ବବିଦ୍ୟାଳୟ ପାଇଁ ନୂଆ କୁଳପତି ନିଯୁକ୍ତି ପାଇଛନ୍ତି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ଭାବେ ପ୍ରଫେସର ଗୋବିନ୍ଦ ଚକ୍ରପାଣି ନିଯୁକ୍ତି ହୋଇଛନ୍ତି । ସେହିପରି ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି ହରିହର ହୋତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରଫେସର ଗୋବିନ୍ଦ ଓ ହରିହରଙ୍କୁ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Sep 30, 2019, 8:01 PM IST

ABOUT THE AUTHOR

...view details