ଓଡିଶା

odisha

ETV Bharat / state

ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେଲେ, ଗଣମାଧ୍ୟମକୁ ଏଡାଇ ଚାଲିଗଲେ ଧର୍ମେନ୍ଦ୍ର - ଗଣମାଧ୍ୟମ ପ୍ରଶ୍ନକୁ ଏଡାଇ ଚାଲିଗଲେ ଧର୍ମେନ୍ଦ୍ର

ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ପଣସପଦା ହରିହର ନୋଡାଲ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶେଷରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ନଦେଇ ଫେରିଯାଇଥିଲେ । ଅଧିକ ପଢନ୍ତୁ

ପଣସପଦା ହରିହର ନୋଡାଲ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ସମାରୋହ, ଗଣମାଧ୍ୟମ ଏଡାଇ ଚାଲିଗଲେ ଧର୍ମେନ୍ଦ୍ର
ପଣସପଦା ହରିହର ନୋଡାଲ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ସମାରୋହ, ଗଣମାଧ୍ୟମ ଏଡାଇ ଚାଲିଗଲେ ଧର୍ମେନ୍ଦ୍ର

By

Published : Jun 5, 2022, 7:35 AM IST

ବ୍ରହ୍ମଗିରି: ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ପଣସପଦା ହରିହର ନୋଡାଲ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି ଉପରେ ଆଲୋଚନା କରିଥିଲେ । ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ଼ କୁମରବର ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଗୁରୁ ଜ୍ଞାନ ଦେଇଥିଲେ । ପରିଶେଷରେ କେନ୍ଦ୍ର ମନ୍ତ୍ରୀ ପ୍ରଧାନ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ନଦେଇ ଚାଲିଯାଇଥିଲେ । ଶ୍ରୀମନ୍ଦିର ପ୍ରସଙ୍ଗ, ବିଜେପୁର ନିର୍ବାଚନ ପ୍ରସଙ୍ଗ ଏବଂ ଚିଲିକାରେ ସେତୁ ନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସେ ଉତ୍ତର ରଖିନଥିଲେ ।

ପଣସପଦା ହରିହର ନୋଡାଲ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ସମାରୋହ, ଗଣମାଧ୍ୟମ ଏଡାଇ ଚାଲିଗଲେ ଧର୍ମେନ୍ଦ୍ର



ଇଟିଭି ଭାରତ, ବ୍ରହ୍ମଗିରି

For All Latest Updates

TAGGED:

ABOUT THE AUTHOR

...view details