ଓଡିଶା

odisha

ETV Bharat / state

ବାହୁଡା ଯାତ୍ରା: ସରିଲା ପହଣ୍ଡି, ରଥାରୂଢ ତିନି ଠାକୁର

ରଥାରୂଢ ହେଲେ ତିନି ଠାକୁର । ଛେରା ପହଁରା ନୀତି ପରେ ଆରମ୍ଭ ହେବ ରଥଟଣା ।

By

Published : Jul 12, 2019, 12:26 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ପହଣ୍ଡି ବିଜେ ପରେ ରଥ ଉପରେ ବିରାଜମାନ କରିଛନ୍ତି ତିନି ଠାକୁର । ଶହଶହ ଘଣ୍ଟଘଣ୍ଟା ନାଦ, ଶଙ୍ଖଧ୍ବନୀ ତଥା ମନ୍ତ୍ରୋଚାରଣରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ପ୍ରଥମେ ସୁଦର୍ଶନ ପରେ ବଡଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଜଗନ୍ନାଥଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ ହେଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହା ପରେ ରଥ ଉପରେ ଛେରା ପହଁରା ନୀତି ଅନୁଷ୍ଠିତ ହେବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ।


ପୁରୀରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details