ଓଡିଶା

odisha

ETV Bharat / state

ରଥଯାତ୍ରା: ରଥାରୁଢ ହେଲେ ବଡଠାକୁର ବଳଭଦ୍ର

ବଳଭଦ୍ରଙ୍କ ପହଣ୍ଡି ସରିଛି । ଏବେ ଧାଡି ପହଣ୍ଡିରେ ବିଜେ କରୁଛନ୍ତି ମା ସୁଭଦ୍ରା ।

By

Published : Jul 4, 2019, 10:00 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ସରିଲା ଶ୍ରୀ ବଳଭଦ୍ରଙ୍କ ପହଣ୍ଡି । ରଥରେ ବିଜେ କଲେ ବଡଠାକୁର ବଳଭଦ୍ର । ସେପଟେ ଧାଡି ପହଣ୍ଡିରେ ବିଜେ କରୁଛନ୍ତି ମା ସୁଭଦ୍ରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସେବୟତଙ୍କ କାନ୍ଧରେ ମା ସୁଭଦ୍ରାଙ୍କ ପହଣ୍ଡି ଚାଲୁ ରହିଛି । ଜନ ସମୁଦ୍ର ପାଲଟିଛି ସମ୍ପୂର୍ଣ ବଡଦାଣ୍ଡ ।


ପୁରୀରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details