ପୁରୀ: ଜିଲ୍ଲା କୋଭିଡ ହସ୍ପିଟାଲରେ ଅଘଟଣ । ଅକ୍ସିଜେନ ପ୍ରୋ-ମିଟର ଫାଟି ଜଣେ ଗୁରୁତର ଆହତ ହୋଇଛନ୍ତି । ସିଲିଣ୍ଡର ଖୋଲୁଥିବା ସମୟରେ ପ୍ରୋ ମିଟର ଫାଟି ଏପରି ଅଘଟଣ ଘଟିଛି ।
ସିଲିଣ୍ଡର ଖୋଲିଲା ବେଳେ ଅଘଟଣ: ଫାଟିଲା ଅକ୍ସିଜେନ ପ୍ରୋ-ମିଟର, ଜଣେ ଆହତ - oxygen pro-meter burst
ପୁରୀ ଜିଲ୍ଲା କୋଭିଡ ହସ୍ପିଟାଲରେ ଅଘଟଣ । ଅକ୍ସିଜେନ ପ୍ରୋ-ମିଟର ଫାଟି ଜଣେ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...
![ସିଲିଣ୍ଡର ଖୋଲିଲା ବେଳେ ଅଘଟଣ: ଫାଟିଲା ଅକ୍ସିଜେନ ପ୍ରୋ-ମିଟର, ଜଣେ ଆହତ ଅକ୍ସିଜେନ ପ୍ରୋ-ମିଟର ଫାଟି ଜଣେ ଆହତ](https://etvbharatimages.akamaized.net/etvbharat/prod-images/768-512-11587280-thumbnail-3x2-uu.jpg)
ଅକ୍ସିଜେନ ପ୍ରୋ-ମିଟର ଫାଟି ଜଣେ ଆହତ
ସୂଚନାଅନୁସାରେ, ହସ୍ପିଟାଲ ଆଟେଣ୍ଡାଣ୍ଟ ହେବେନ୍ଦ୍ର ପ୍ରଧାନ ଅକ୍ସିଜେନ ସିଲିଣ୍ଡର ଖୋଲୁଥିଲେ । ଏହି ସମୟରେ ଅକ୍ସିଜେନ ପ୍ରୋ ମିଟର ଫାଟି ଥିଲା । ଫଳରେ ଦେବେନ୍ଦ୍ରଙ୍କ ଡାହାଣ ଆଖିରେ ଗୁରୁତର ଆଘାତ ଲାଗିଥିଲା । ତାଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲ ସ୍ଥାନାନ୍ତର କରଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ