ପୁରୀ:ପୁରୀ ଭୁବନେଶ୍ବର ଜାତୀୟ ରାଜପଥ ବଡ଼କାଞ୍ଜିଆ ଛକରେ ଗୁଳିକାଣ୍ଡ । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସୋମବାର ଭୋର ପ୍ରାୟ 4ଟା ସମୟରେ ହୋଇଛି ଏହି ଗୁଳିକାଣ୍ଡ ।
ସତ୍ୟବାଦୀରେ ଗୁଳିକାଣ୍ଡ, ଜଣେ ମୃତ - ବଡ଼କାଞ୍ଜିଆରେ ଗୁଳିକାଣ୍ଡ
ପୁରୀ ଜିଲ୍ଲା ସତ୍ୟବାଦୀରେ ଗୁଳିକାଣ୍ଡ । ଜଣେ ଯୁବକ ମୃତ । ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ...
ବଡ଼କାଞ୍ଜିଆରେ ଗୁଳିକାଣ୍ଡ
ଘଟଣାସ୍ଥଳରେ ସତ୍ୟବାଦୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ହେଲେ ଭାସ୍କର ବେହେରା । ସେ ବଡ଼କାଞ୍ଜିଆରେ ନିଜ ଶ୍ବଶୂର ଘରେ ରହୁଥିବାବେଳେ ଗୁଳିକାଣ୍ତର କାରଣ ଅସ୍ପଷ୍ଟ ରହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ