ବ୍ରହ୍ମଗିରି: କ୍ଷେତ ମଜଦୂରଙ୍କ ସୁରକ୍ଷା ଦାବିରେ ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ବିକ୍ଷୋଭ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ 16 ଦଫା ସମ୍ବଳିତ ଦାବିପତ୍ର ବ୍ରହ୍ମଗିରି ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ ମନରେଗା ଯୋଜନାରେ ବର୍ଷକୁ 200 ଦିନ କାମ ମିଳିବାକୁ ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ଦାବି କରିଛି ।
କ୍ଷେତ ମଜଦୁରଙ୍କ ସୁରକ୍ଷା ଦାବିରେ ତହସିଲଦାରଙ୍କୁ ଦାବିପତ୍ର - କ୍ଷେତ ମଜଦୂରଙ୍କ ସୁରକ୍ଷା ଦାବିରେ ବ୍ରହ୍ମଗିରିରେ ବିକ୍ଷୋଭ ପ୍ରଦର୍ଶନ
କ୍ଷେତ ମଜଦୁରଙ୍କ ସୁରକ୍ଷା ଦାବି କରି ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ବିକ୍ଷୋଭ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ 16 ଦଫା ସମ୍ବଳିତ ଦାବିପତ୍ର । ଅଧିକ ପଢ଼ନ୍ତୁ
କ୍ଷେତ ମଜଦୂରଙ୍କ ସୁରକ୍ଷା ଦାବିରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
ମେସିନ ଦ୍ଵାରା କରାଯାଉଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା, 55 ବର୍ଷ ବୟସ୍କ କୃଷି ଶ୍ରମିକମାନଙ୍କୁ ମାସିକ 5000 ଟଙ୍କା ପେନସନ, ଦରଦାମ ବୃଦ୍ଧି ପାଉଥିବା ସ୍ଥଳେ ବିଧବା, ଭିନ୍ନକ୍ଷମ ଓ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ 500 ଟଙ୍କା ପରିବର୍ତ୍ତେ 3 ହଜାର ବୁଦ୍ଧି କରିବା ଆଦି 16ଟି ଦାବି ପତ୍ରରେ ଉଲ୍ଲେଖ ରହିଛି ।
ଇଟିଭି ଭାରତ, ବ୍ରହ୍ମଗିରି