ଓଡିଶା

odisha

ETV Bharat / state

ସୁଶାନ୍ତ ସିଂ ରାଜପୁତଙ୍କୁ ସ୍ୟାଣ୍ଡ ଆନିମେସନରେ ଶ୍ରଦ୍ଧାଞ୍ଜଳି - Odia Sand artist Manas Sahoo

ବଲିଉଡର ମୋଷ୍ଟ ଟେଲେଣ୍ଟେଡ ତଥା ୟଙ୍ଗ ସେନସେସନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ବିଶିଷ୍ଟ ବଲୁକା ଶିଳ୍ପୀ ମାନସ ସାହୁ ସ୍ୟାଣ୍ଡ ଆନିମେସନରେ ଶ୍ରଦ୍ଧାଞ୍ଜଳି । ସୁଶାନ୍ତ ତାଙ୍କର ପ୍ରଶଂସକଙ୍କ ମହଲରେ ସବୁ ଦିନ ମନେ ରହିବେ ବୋଲି ବାର୍ତ୍ତା ଦେଇଛନ୍ତି । ଅଧିକ ଜାଣନ୍ତୁ...

odia-sand-artist-manas-sahoo-creates-a-sand-animation-to-pay-tribute-to-bollywood-actor-sushant-singh-rajput-who-passed-away-today
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ସ୍ୟାଣ୍ଡ ଆନିମେସନରେ ଶ୍ରଦ୍ଧାଞ୍ଜଳି

By

Published : Jun 14, 2020, 8:50 PM IST

ପୁରୀ: ସୁଶାନ୍ତ ସିଂ ରାଜପୁତଙ୍କୁ ସ୍ୟାଣ୍ଡ ଆନିମେସନରେ ଶ୍ରଦ୍ଧାଞ୍ଜଳି । ବଲିଉଡ ଯୁବ ଉଦୟମାନ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ସାରା ଦେଶବାସୀ ଙ୍କୁ ସ୍ତବ୍ଧ କରିଦେଇଛି । ତାଙ୍କର ପ୍ରଶଂସକ ମହଲରେ ଶୋକର ଛାୟା ଖେଳିଯାଇଛି ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ସ୍ୟାଣ୍ଡ ଆନିମେସନରେ ଶ୍ରଦ୍ଧାଞ୍ଜଳି

ବଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଡ ୟଙ୍ଗ ସେନସେସନ ଅଭିନେତା ତଥା କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ବାୟୋପିକ 'ଅନୋଟୋଲ୍ଡ ଷ୍ଟୋରୀ ଅଫ ଏମ ଏସ ଧୋନୀ' ଫିଲ୍ମର ନାୟକ ସୁଶାନ୍ତ ଆତ୍ମହତ୍ୟା କରି ସାରା ବଲିଉଡ ଜଗତକୁ ଶୋକର ସାଗରରେ ବୁଡାଇଛନ୍ତି । ତେବେ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ବାଲୁକା ଶିଳ୍ପୀ ମାନସ ସାହୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସୁଶାନ୍ତ ତାଙ୍କର ପ୍ରଶଂସକଙ୍କ ମହଲରେ ସବୁ ଦିନ ମନେ ରହିବେ ବୋଲି ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details