ଓଡିଶା

odisha

ETV Bharat / state

ପୁରୀ ମେଡିକାଲ ବୁଲିଲେ ଏନଏଚଏମ ନିର୍ଦ୍ଦେଶିକା - national health mission commission director shalini pandit

ବିଭିନ୍ନ ୱାର୍ଡ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା ସହ ପୁରୀ ମେଡିକାଲ ପରିଦର୍ଶନ କରିଛନ୍ତି ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ଅଧିକ ପଢନ୍ତୁ...

ଚିକିତ୍ସା ଭିତ୍ତିଭୂମି ସମୀକ୍ଷା କଲେ ଏନଏଚଏମସି ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ
ଚିକିତ୍ସା ଭିତ୍ତିଭୂମି ସମୀକ୍ଷା କଲେ ଏନଏଚଏମସି ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ

By

Published : Jan 29, 2020, 8:16 PM IST

ପୁରୀ: ବୁଧବାର ପୁରୀ ମେଡିକାଲ ପରିଦର୍ଶନ କରିଛନ୍ତି ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ବିଭିନ୍ନ ୱାର୍ଡ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ସେ ଆଲୋଚନା କରିଛନ୍ତି । ସ୍ବାସ୍ଥ୍ୟ ଭିତ୍ତିଭୂମିର କିଭଳି ବିକାଶ ହେବ ତାହା ସହ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଛନ୍ତି | ସମୀକ୍ଷା ବୈଠକରେ ବହୁ ବରିଷ୍ଠ ଡାକ୍ତର ଓ ପୁରୀ ସିଡିଏମଓ ଥିଲେ ।

ଚିକିତ୍ସା ଭିତ୍ତିଭୂମି ସମୀକ୍ଷା କଲେ ଏନଏଚଏମସି ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ

ନିର୍ଦ୍ଦେଶିକା ପହଞ୍ଚିବା ପରେ ପୁରୀ ମେଡିକାଲ ପରିଦର୍ଶନ କରିଥିଲେ । ତେବେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ସୁବିଧା କିଭଳି ରୋଗୀମାନେ ପାଇବେ ସେ ନେଇ ସରକାର ବ୍ୟବସ୍ଥା କରୁଥିବା ସମୀକ୍ଷା ବୈଠକ ପରେ ସୂଚନା ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details