ଭୁବନେଶ୍ବର: କୋରୋନା ଲାଗି ଫିକା ପଡିଲା ଚଳିତ ବର୍ଷର ରଥଯାତ୍ରା । ବିନା ଭକ୍ତରେ ହେବ ରଥଯାତ୍ରା । ହେଲେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ରଥଯାତ୍ରା ପାଇଁ ପୁରୀ ସହରକୁ ସଟଡାଉନ ଘୋଷଣା କରାଯାଇଛି । ସେପଟେ ମଙ୍ଗଳବାର ରାଜଧାନୀ ଭୁବନେଶ୍ବରରୁ ଚାନ୍ଦୁଆ ସହର ପିପିଲିକୁ ଗଡିବନି ‘ମୋ ବସ’।
ମଙ୍ଗଳବାର ଗଡିବନି ‘ମୋ ବସ’ - ମଙ୍ଗଳବାର ଗଡିବନି ମୋ ବସ
କୋରୋନା ଲାଗି ଫିକା ପଡିଲା ଚଳିତ ବର୍ଷର ରଥଯାତ୍ରା । ମଙ୍ଗଳବାର ରାଜଧାନୀ ଭୁବନେଶ୍ବରରୁ ଚାନ୍ଦୁଆ ସହର ପିପିଲିକୁ ଗଡିବନି ‘ମୋ ବସ’। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମଙ୍ଗଳବାର ଗଡିବନି ମୋ ବସ
ରଥଯାତ୍ରା ପାଇଁ ପୁରୀ ସହରକୁ ସଟଡାଉନ ଘୋଷଣା କରାଯାଇଥିବାରୁ ପିପିଲିକୁ ଗଡିବନି ‘ମୋ ବସ’ । ପୂର୍ବରୁ କ୍ରୁଟ ପକ୍ଷରୁ ସ୍ମାର୍ଟସିଟି ଭୁବନେଶ୍ବରରୁ ପିପିଲିକୁ ୨୩ ତାରିଖ ‘ମୋ ବସ’ ରୁଟ ନଂ ୩୩ କୁ ଗଡିବନି ବୋଲି କୁହାଯାଇଥିଲା ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ