ଓଡିଶା

odisha

ETV Bharat / state

Bombs Hurled: ପୂର୍ବ ଶତୃତାକୁ କେନ୍ଦ୍ର କରି ଘନଘନ ବୋମା ମାଡ - Political Rivalry in Bramhagiri

ବ୍ରହ୍ମଗିରି ଦଣ୍ଡୁଆସିପଡା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ବୋମାମାଡ । ଅଧିକ ପଢନ୍ତୁ

ପୂର୍ବ ଶତୃତାକୁ କେନ୍ଦ୍ର କରି ଘନଘନ ବୋମା ମାଡ
ପୂର୍ବ ଶତୃତାକୁ କେନ୍ଦ୍ର କରି ଘନଘନ ବୋମା ମାଡ

By

Published : Feb 24, 2022, 8:39 PM IST

ବ୍ରହ୍ମଗିରି:ବ୍ରହ୍ମଗିରି ଦଣ୍ଡୁଆସିପଡା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ବୋମାମାଡ । ବ୍ରହ୍ମଗିରି ଥାନା ଅନ୍ତର୍ଗତ ଦଣ୍ଡୁଆସିପଡା ଗାଁ ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଟେକା ପଥର ମାଡ ସହ ବୋମା ମାଡ ହୋଇଛି । ପୂର୍ବ ବିବାଦକୁ ନେଇ ଘନ ଘନ ବୋମାମାଡ ହୋଇଥିବା ସୂଚନା ମିଳିଛି।

ନିର୍ବାଚନ ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ସଂଘର୍ଷ । ଆଜି ସେହି ପୂର୍ବ ବିବାଦକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ପୁଣି ଥରେ ୨୦ ରୁ ଉର୍ଦ୍ଧ୍ବ ବୋମାମାଡ ହୋଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାର

ABOUT THE AUTHOR

...view details