ପୁରୀ: ନିର୍ବାଚନ ତାତିରେ ତାତିଛି ଓଡିଶାର ରାଜନୈତିକ ପାଣିପାଗ । ଗାଁ ଠାରୁ ସହର ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇପଡିଛି ରାଜନୀତି । ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଏବେ ନିର୍ବାଚନ ମଇଦାନରେ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି(ରବିବାର) ଗୋପ ବ୍ଳକ ଏରବଙ୍ଗ ପଞ୍ଚାୟତରେ ପ୍ରଚାର କରିଛନ୍ତି ।
Panchayat Poll: ପ୍ରଚାର ମଇଦାନରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ - ପୁରୀରେ ପ୍ରଚାର କଲେ ଗଣଶିକ୍ଷା ମନ୍ତ୍ରୀ
ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ପାଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଏବେ ନିର୍ବାଚନ ମଇଦାନରେ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି(ରବିବାର) ଗୋପ ବ୍ଳକ ଏରବଙ୍ଗ ପଞ୍ଚାୟତରେ ପ୍ରଚାର କରିଛନ୍ତି । ଅଧିକ ପଢନ୍ତୁ
![Panchayat Poll: ପ୍ରଚାର ମଇଦାନରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ Panchayat Poll: ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମଇଦାନରେ](https://etvbharatimages.akamaized.net/etvbharat/prod-images/768-512-14397627-thumbnail-3x2-fh.jpg)
Panchayat Poll: ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମଇଦାନରେ
Panchayat Poll: ପ୍ରଚାର ମଇଦାନରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ
ସରପଞ୍ଚ ପ୍ରାର୍ଥୀ ରଶ୍ମିରେଖା ଦାସ, ସମିତି ସଭ୍ୟ ରାଞ୍ଜୁଲତା ଭୋଇ ଓ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ମୋନାଲିସା ସେଠୀଙ୍କ ପ୍ରଚାର କରିଛନ୍ତି । ଗୋପ, ନିମାପଡା ନିର୍ବାଚନ ମଣ୍ଡଳୀର 8ଟି ଜିଲ୍ଲା ପରିଷଦ ଆସନ ଏଥର ବିଜେଡି ବିପୁଳ ଭୋଟରେ ଜିତିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Feb 7, 2022, 7:39 PM IST