ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନ ଉଚ୍ଛେଦ ପ୍ରକ୍ରିୟା ଜାରି । ଶ୍ରୀମନ୍ଦିର ସମ୍ମୁଖରେ ପୁଣି ମଙ୍ଗୁ ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନ ମଙ୍ଗୁ ମଠ ପଥରେ ଥିବା ଏମାର ମଠର କିଛି ଘର ଉଚ୍ଛେଦ କରାଯାଇଥିଲା ।
ଦ୍ବିତୀୟ ଦିନରେ ଶ୍ରୀମନ୍ଦିର ସୁରକ୍ଷା ଜୋନ ଉଚ୍ଛେଦ ପ୍ରକ୍ରିୟା
ଶ୍ରୀମନ୍ଦିର ସୁରକ୍ଷା ଜୋନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ । ଦ୍ବିତୀୟ ଦିନରେ ଉଚ୍ଛେଦ ପ୍ରକ୍ରିୟା ।
ଦ୍ବିତୀୟ ଦିନରେ ଶ୍ରୀମନ୍ଦିର ସୁରକ୍ଷା ଜୋନ ଉଚ୍ଛେଦ
ଏହାସହ ମଙ୍ଗୁ ମଠରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଖାଲି କରାଯାଇଛି । ବିଶୃଙ୍ଖଳାକୁ ଧ୍ୟାନରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି । ଉଚ୍ଛେଦ ହେଉଥିବା ବ୍ୟବସାୟୀଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ