ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ନେଇ ନୀତି ନିର୍ଘଣ୍ଟ ଚୂଡାନ୍ତ, ଏଥର ଦର୍ଶନ ମନା - puri jagannath temple

ଦୀର୍ଘ 25 ବର୍ଷ ପରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ଅଗାମୀ ନଭେମ୍ବର 27ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମହାପ୍ରଭୁଙ୍କ ନଗାର୍ଜୁନ ବେଶ ନେଇ ନୀତି ନିର୍ଘଣ୍ଟ ଚୁଡାନ୍ତ
ମହାପ୍ରଭୁଙ୍କ ନଗାର୍ଜୁନ ବେଶ ନେଇ ନୀତି ନିର୍ଘଣ୍ଟ ଚୁଡାନ୍ତ

By

Published : Oct 29, 2020, 7:24 PM IST

Updated : Oct 29, 2020, 7:32 PM IST

ପୁରୀ: ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ନେଇ ନୀତି ନିର୍ଘଣ୍ଟ ଚୂଡାନ୍ତ । ଅଗାମୀ ନଭେମ୍ବର 27ରେ ପଡୁଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ତେବେ ଏଥର କୋଭିଡ ସ୍ଥିତି ଦେଖି ଭକ୍ତଙ୍କ ଦର୍ଶନ ପାଇଁ କଟକଣା ଜାରି ହୋଇଛି ।

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ମହାପ୍ରଭୁଙ୍କ କାର୍ତିକ ନୀତି ଓ ନାଗାର୍ଜୁନ ବେଶର ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ନଭେମ୍ବର 27ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଭୋର 4ଟା ବେଳେ ଆରମ୍ଭ ହୋଇ ସକାଳ 7 ଟା ଯାଏ ଚାଲିବ । ସେହିପରି ଅପରାହ୍ନ 3ଟାରେ ଏହି ବେଶ ଉଲାଗି ହେବ ।

ମହାପ୍ରଭୁଙ୍କ ନଗାର୍ଜୁନ ବେଶ ନେଇ ନୀତି ନିର୍ଘଣ୍ଟ ଚୁଡାନ୍ତ

ଦୀର୍ଘ 25 ବର୍ଷ ପରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ଶେଷ ଥର 1994ରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 29, 2020, 7:32 PM IST

ABOUT THE AUTHOR

...view details