ବ୍ରହ୍ମଗିରି : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ ବଜ୍ରପାତ । ତେବେ ଏହି ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ । ସୂଚନାନୁସାରେ ବ୍ରହ୍ମପଡ଼ା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ପାଠ ପଢୁଥିବା ସମୟରେ ହଠାତ ବଜ୍ରପାତ ଘଟିଥିଲା ।
ବିଦ୍ୟାଳୟରେ ବଜ୍ରପାତ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ - ବିଦ୍ୟାଳୟରେ ବଜ୍ରପାତ
ବ୍ରହ୍ମପଡ଼ା ଉଚ୍ଚ ବିଦ୍ୟାଳୟରେ ବଜ୍ରପାତ । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ
ବିଦ୍ୟାଳୟରେ ବଜ୍ରପାତ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ
ବିଦ୍ୟାଳୟରେ ବଜ୍ରପାତ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ
ତେବେ ସ୍କୁଲ ପାଖରେ ଥିବା ଏକ ତାଳ ଗଛରେ ବଜ୍ରପାତ ପଡ଼ିବାରୁ ତାହା ସମ୍ପୂର୍ଣ୍ଣ ଜଳିଯାଇଥିଲା । ଯେଉଁଥିରେ କି ଅଳ୍ପକେ ବର୍ତ୍ତି ଯାଇଥିଲେ ବିଦ୍ୟାର୍ଥୀ । ସ୍ଥାନୀୟ ଲୋକଙ୍କ ସହାୟତରେ ନିଆଁକୁ ଆୟତ କରାଯାଇଥିଲା ।
ଇଟିଭି ଭାରତ, ବ୍ରହ୍ମଗିରି