ପୁରୀ: ଘୋଷଯାତ୍ରାକୁ ଆଉ 5 ଦିନ । ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ତିନି ରଥର ଉପର ଭାଗ ନିର୍ମାଣ କାର୍ଯ୍ୟ ଚାଲିଛି। ବିଶ୍ୱକର୍ମା ମହାରଣା ଓ ଭୋଇ ସେବକମାନେ ରଥ ନିର୍ମାଣ ଶେଷ କରିବା ନେଇ ଜୋରସୋରରେ ଲାଗି ପଡିଛନ୍ତି ।
ଅଣସର ପିଣ୍ଡିରେ ଥିବା ମହାପ୍ରଭୁଙ୍କ ଆଜି ଖଳି ଲାଗି ଏକାଦଶୀ - last stage
ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ସେପଟେ ଆଜି ଅଣସର ପିଣ୍ଡିରେ ଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଖଳି ଲାଗି ବା ତୁଳସୀ ଲାଗି ହୋଇଥାଏ ।
![ଅଣସର ପିଣ୍ଡିରେ ଥିବା ମହାପ୍ରଭୁଙ୍କ ଆଜି ଖଳି ଲାଗି ଏକାଦଶୀ](https://etvbharatimages.akamaized.net/etvbharat/prod-images/768-512-3696152-thumbnail-3x2-rathyatrajpeg.jpg)
ଡିଜାଇନ ଫଟୋ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
ସେପଟେ ଆଜି ଅଣସର ପିଣ୍ଡିରେ ଥିବା ମହାପ୍ରଭୁଙ୍କ ଖଳି ଲାଗି ଏକାଦଶୀ ତିଥି । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଖଳି ଲାଗି ହୋଇଥାଏ । ତେବେ ରଥଖଳା କିଭଳି ରଥ ନିର୍ମାଣ ଚାଲିଛି ଓ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖଳି ଲାଗି ଏକାଦଶୀରେ କ'ଣ ନୀତିକାନ୍ତି ହୋଇଥାଏ ସେ ନେଇ ଅଧିକ ସୂଚନା ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ