ପୁରୀ: ବେଆଇନ ଗାଡି ଚାଳନାକୁ ନେଇ ନାବାଳକକୁ 35 ହଜାର ଜୋରିମାନା । ପୁରୀ ସହର ଟ୍ରାଫିକ ପୋଲିସ ଓ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଟ୍ରାଫିକ କଟକଣାକୁ କଡାକଡି କରାଯାଇଥିବା ବେଳେ ବେଆଇନ ଭାବେ ଗାଡ଼ି ଚଳାଇବା ଅଭିଯୋଗରେ ନାବାଳକମାନଙ୍କଠୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଛି।
ବେଆଇନ ଗାଡି ଚାଳନା ନେଇ 35 ହଜାର ତଣ୍ଡ ଗଣିଲା ନାବାଳକ - Juvenile fined 35,000 for illegal driving
ବେଆଇନ ଗାଡି ଚାଳନାକୁ ନେଇ ନାବାଳକକୁ 35 ହଜାର ଜୋରିମାନା । ପୁରୀ ସହର ଟ୍ରାଫିକ ପୋଲିସ ଓ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଟ୍ରାଫିକ କଟକଣାକୁ କଡାକଡି କରାଯାଇଛି । ଅଧିକ ପଢନ୍ତୁ...
![ବେଆଇନ ଗାଡି ଚାଳନା ନେଇ 35 ହଜାର ତଣ୍ଡ ଗଣିଲା ନାବାଳକ ବେଆଇନ ଗାଡି ଚାଳନାକୁ ନେଇ ନାବାଳକକୁ 35 ହଜାର ଜୋରିମାନା](https://etvbharatimages.akamaized.net/etvbharat/prod-images/768-512-10567229-thumbnail-3x2-puri.jpg)
ବେଆଇନ ଗାଡି ଚାଳନାକୁ ନେଇ ନାବାଳକକୁ 35 ହଜାର ଜୋରିମାନା
ପୂର୍ବରୁ ଜଣେ ନାବାଳକଠାରୁ 37 ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ଏବେ ପୁଣି ଜଣେ ନାବାଳକଙ୍କଠାରୁ ବେଆଇନ ଗାଡି ଚଳାଇବା ଅଭିଯୋଗରେ 35 ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । ତେବେ ଗାଡ଼ିକୁ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟଳୟର ଏଏସଆଇ ସୁଶାନ୍ତ ପାତ୍ରଙ୍କ ଜିମା ଦିଆଯାଇଥିବା ବେଳେ ଜୋରିମାନା ଦେଲେ ଯାଇ ଗାଡ଼ି ଫେରିପାଇବେ ବୋଲି କୁହାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିିଭି ଭାରତ