ଓଡିଶା

odisha

ETV Bharat / state

ଉନ୍ମୋଚିତ ହେଲା ଜୟୀ ରାଜଗୁରୁଙ୍କର ପୂର୍ଣାବୟବ ପ୍ରତିମୂର୍ତ୍ତି

ଉନ୍ମୋଚିତ ହୋଇଯାଇଛି ପାଇକ ସଂଗ୍ରାମର କର୍ଣ୍ଣଧାର ଶହିଦ ଜୟୀ ରାଜଗୁରୁଙ୍କର ପୂର୍ଣାବୟବ ପ୍ରତିମୂର୍ତ୍ତି । ପୁରୀ ଭୁବନେଶ୍ବର ଜାତୀୟ ରାଜ ପଥ ବୀର ହରେକୃଷ୍ଣ ପୁର ଛକରେ ଏହି ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି ।

By

Published : Mar 9, 2019, 11:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଉନ୍ମୋଚିତ ହୋଇଯାଇଛି ପାଇକ ସଂଗ୍ରାମର କର୍ଣ୍ଣଧାର ଶହିଦ ଜୟୀ ରାଜଗୁରୁଙ୍କର ପୂର୍ଣାବୟବ ପ୍ରତିମୂର୍ତ୍ତି । ପୁରୀ ଭୁବନେଶ୍ବର ଜାତୀୟ ରାଜ ପଥ ବୀର ହରେକୃଷ୍ଣ ପୁର ଛକରେ ଏହି ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶହୀଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ରାଜସ୍ବମନ୍ତ୍ରୀ ମହେଶ୍ବର ମହାନ୍ତି, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା । ଏହାସହ କାର୍ଯ୍ୟକ୍ରମରେ ଅନେକ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details