ଓଡିଶା

odisha

ETV Bharat / state

‘ଭାରତ, ଭୂଟାନ ଓ ନେପାଳକୁ ମିଳୁ ହିନ୍ଦୁ ରାଷ୍ଟ୍ର ମାନ୍ୟତା’ - ସିଏଏ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା

ନାଗରିକ ସଂଶୋଧନ ଆଇନ ନିଆଁରେ ଦେଶ ଜଳୁଥିବା ବେଳେ ଏହାକୁ ସମର୍ଥନ ଜଣାଇଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ।

hindu country recognition for india, bhutan and nepal, jagatguru shankaracharya reaction on caa, ସିଏଏ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା, ଭାରତ, ଭୁଟାନ ଓ ନେପାଳକୁ ମିଳୁ ହିନ୍ଦୁ ରାଷ୍ଟ୍ର ମାନ୍ୟତା
‘ଭାରତ, ଭୁଟାନ ଓ ନେପାଳକୁ ମିଳୁ ହିନ୍ଦୁ ରାଷ୍ଟ ମାନ୍ୟତା’

By

Published : Jan 3, 2020, 9:45 PM IST

ପୁରୀ: ନାଗରିକ ସଂଶୋଧନ ଆଇନ ନିଆଁରେ ଦେଶ ଜଳୁଥିବା ବେଳେ ଏହାକୁ ସମର୍ଥନ ଜଣାଇଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ସାରା ବିଶ୍ବରେ କୌଣସି ହିନ୍ଦୁ ରାଷ୍ଟ୍ର ନଥିବାରୁ ଅନ୍ୟ ଦେଶରେ ପ୍ରତାଡିତ ହିନ୍ଦୁଙ୍କୁ ଭାରତରେ ନାଗରିକତା ପ୍ରଦାନ ସମେତ ସମ୍ମାନରେ ବଞ୍ଚିବାକୁ ସୁଯୋଗ ମିଳୁ ବୋଲି ସେ ପ୍ରକାଶ କରିଛନ୍ତି।

‘ଭାରତ, ଭୁଟାନ ଓ ନେପାଳକୁ ମିଳୁ ହିନ୍ଦୁ ରାଷ୍ଟ ମାନ୍ୟତା’

ହିନ୍ଦୁଙ୍କ ଉପରେ ଅତ୍ୟାଚାର ଘଟଣାକୁ ଜାତିସଂଘ ଗମ୍ଭୀର ଭାବେ ନେବା ପାଇଁ ଗୁରୁଜୀ ବାର୍ତ୍ତା ଦେଇଛନ୍ତି । ଏଥିସହ ଭାରତ ସମେତ ଭୁଟାନ ଓ ନେପାଳକୁ ହିନ୍ଦୁ ରାଷ୍ଟ୍ର ଭାବେ ଜାତିସଂଘ ଘୋଷଣା କରି ବିଭିନ୍ନ ଦେଶରେ ପ୍ରତାଡିତ ହେଉଥିବା ହିନ୍ଦୁଙ୍କୁ ରହିବାକୁ ବ୍ୟବସ୍ଥା ହେଉ ବୋଲି ଗୁରୁଜୀ କହିଛନ୍ତି। ମୁସଲିମ ପ୍ରତାଡିତ ହେଲେ ସେଭଳି ମୁସଲିମ ଦେଶରେ ରହିବାର ବ୍ୟବସ୍ଥା ହେଉ ବୋଲି ମଧ୍ୟ ସେ କହିଛନ୍ତି।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details