ପୁରୀ: ମହାପ୍ରଭୁଙ୍କ ପଦ୍ମବେଶ ଗତକାଲି ଅନୁଷ୍ଠିତ ହୋଇଛି । ତେବେ ପରମ୍ପରା ଅନୁଯାୟୀ ଏହି ବେଶ ପରଦିନ ମଇଲମରେ ଉଲାଗି ହୋଇଥାଏ ।
ତେଣୁ ଆଜି ସକାଳେ ମହାପ୍ରଭୁଙ୍କ ପଦ୍ମ ବେଶ ଦର୍ଶନ କରିଛନ୍ତି ଭକ୍ତ। ମହାପ୍ରଭୁଙ୍କ ନିକଟରେ ଲାଗି ହୋଇ ଥାଏ ଖିରି ଓ ଅମାଲୁ ଭୋଗ। ମହାପ୍ରଭୁଙ୍କ ଦର୍ଶନ ସହ ଖିରି ଅମାଲୁ ଭୋଗ ପାଇ ଭକ୍ତ ବେଶ ଭାବ ବିହ୍ଵଳ ହୋଇଛନ୍ତି।