ବ୍ରହ୍ମଗିରି: ଫନି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅହରାତ୍ର ଆନ୍ଦୋଳନରେ ସଂଗ୍ରାମ ସମିତି । ବ୍ରହ୍ମଗିରି ବ୍ଲକ ସମ୍ମୁଖରେ ଫନି ବାତ୍ୟା କ୍ଷତିଗ୍ରସ୍ତ ସଂଗ୍ରାମ ସମିତି ପକ୍ଷରୁ ଦୀର୍ଘ 35ଦିନ ଧରି ଅହରାତ୍ର ଗଣଧାରଣା ଦିଆଯାଇଛି ।
ଫନି କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଦାବି, ରାଜପଥ ଅବରୋଧ କଲେ ସଂଗ୍ରାମ ସମିତି
ଫନି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଅହରାତ୍ର ଆନ୍ଦୋଳନରେ ସଂଗ୍ରାମ ସମିତି । ଅଧିକ ପଢନ୍ତୁ...
ଫନି କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଦାବି, ରାଜପଥ ଅବରୋଧ କଲେ ସଂଗ୍ରାମ ସମିତି
ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ସମିତି ସହିତ ଆଲୋଚନା କରାଯାଇଥିଲା। ମଙ୍ଗଳବାର ଦିନ 11ଟା ସମୟରେ ଆଲୋଚନା ହେବାରେ ଥିଲା ମାତ୍ର ପ୍ରଶାସନ ତାଙ୍କ ପ୍ରତିଶୃତି ନ ରଖିବାରୁ ପୁରୀ ବ୍ରହ୍ମଗିରି ଜାତୀୟ ରାଜପଥ ଅବରୋଧ କରାଯାଇଛି।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ