ଓଡିଶା

odisha

ETV Bharat / state

ବାଲୁକା କଳାରେ ବିଘ୍ନହର୍ତ୍ତା ଦେଉଛନ୍ତି ବାର୍ତ୍ତା - ପ୍ଲାଷ୍ଟିକ ପଦାର୍ଥ ବ୍ୟବହାର ନ କରି

ଗଣେଶ ପୂଜା ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀରେ ବଲୁକାକଳା ମାଧ୍ୟମରେ  ସାରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ

By

Published : Sep 1, 2019, 7:48 PM IST

ପୁରୀ: ରାତି ପହିଲେ ଗଣେଶ ପୂଜା । ଏଥିପାଇଁ ସାରା ଦେଶ ଚଳଚଞ୍ଚଳ । ତେବେ ଗଣେଶ ପୂଜା ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀରେ ବଲୁକାକଳା ମାଧ୍ୟମରେ ସାରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ

ପାଖାପାଖି ଏକ ହଜାର ପ୍ଲାଷ୍ଟିକ ବୋତଲ ବ୍ୟବହାର କରି ସେ 15 ଫୁଟ ବିଶିଷ୍ଟ ଏହି ବଲୁକାକଳା ତିଆରି କରିଛନ୍ତି । ଯାହା ପର୍ଯ୍ୟଟକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଛି। ତେବେ ସେ ଏହି ବାଲୁକା କଳା ମାଧ୍ୟମରେ ପ୍ଲାଷ୍ଟିକ ପଦାର୍ଥ ବ୍ୟବହାର ନ କରି ପରିବେଶକୁ ସୁରକ୍ଷା ଦେବା ନେଇ ସମାଜକୁ ବାର୍ତ୍ତା ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details