ପୁରୀ:ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ବିକାଶ ପ୍ରକଳ୍ପକୁ ଅନୁମୋଦନ ପ୍ରସଙ୍ଗ । ସମସ୍ତ ବିଧାୟକଙ୍କୁ ପ୍ରକଳ୍ପ ପାଇଁ କୃତଜ୍ଞତା ଜଣାଇଲେ ଗଜପତି ଦିବ୍ୟସିଂହ ଦେବ।
ଶ୍ରୀମନ୍ଦିର ପରିକ୍ରମା ବିକାଶ ପ୍ରକଳ୍ପ ଅନୁମୋଦନ, ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଗଜପତି - ପ୍ରକଳ୍ପ ଅନୁମୋଦନ ପାଇଁ ଗଜପତିଙ୍କ କୃତଜ୍ଞତା
ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ବିକାଶ ପ୍ରକଳ୍ପ ଅନୁମୋଦନକୁ ନେଇ ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଗଜପତି ଦିବ୍ୟସିଂହ ଦେବ। ଅଧିକ ପଢନ୍ତୁ...
ଶ୍ରୀମନ୍ଦିର ପରିକ୍ରମା ବିକାଶ ପ୍ରକଳ୍ପ ଅନୁମୋଦନ, ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଗଜପତି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉପସ୍ଥାପିତ ଏହି ପ୍ରକଳ୍ପ ଦ୍ବାରା ଜଗନ୍ନାଥ ଧାମ ବିଶ୍ବର ପ୍ରମୁଖ ଆଧ୍ୟାତ୍ମକି ଓ ସାଂସ୍କୃତିକ କେନ୍ଦ୍ରସ୍ଥଳ ରୂପେ ରୂପାନ୍ତରିତ ହେବ । ମହାପ୍ରଭୁ ଜଗନ୍ନାଥ ଏହି ଐତିହାସିକ ପ୍ରୟାସକୁ ସଫଳ କରନ୍ତୁ ବୋଲି କୃତଜ୍ଞତା ଜଣାଇ କହିଲେ ଗଜପତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ