ବ୍ରହ୍ମଗିରି: ଗରିବ ଲୋକମାନଙ୍କୁ ବଣ୍ଟାଗଲା ମାସ୍କ । ମହାମାରୀ କୋରୋନା ମୁକାବିଲା ପାଇଁ ସରକାର ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛନ୍ତି । ଏହି କ୍ରମରେ ବ୍ରହ୍ମଗିରି ବ୍ଲକ ଅଧୀନ ବେଣ୍ଟପୁର ପଞ୍ଚାୟତର ସମସ୍ତ ହରିଜନ ବସ୍ତି ଓ ଗରିବ ଲୋକମାନଙ୍କୁ ମାଗଣାରେ ମାସ୍କ ବଣ୍ଟନ କରାଯାଇଛି ।
ବ୍ରହ୍ମଗିରିରେ ଗରିବଙ୍କୁ ମାଗଣାରେ ବଣ୍ଟାଗଲା ମାସ୍କ - କୋରାେନା ଭାଇରସ
ବ୍ରହ୍ମଗିରି ବ୍ଲକ ଅଧୀନ ବେଣ୍ଟପୁର ପଞ୍ଚାୟତର ସମସ୍ତ ହରିଜନ ବସ୍ତି ଓ ଗରିବ ଲୋକମାନଙ୍କୁ ମାଗଣାରେ ମାସ୍କ ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ...
![ବ୍ରହ୍ମଗିରିରେ ଗରିବଙ୍କୁ ମାଗଣାରେ ବଣ୍ଟାଗଲା ମାସ୍କ Free mask distributes in poor people at bramhagiri](https://etvbharatimages.akamaized.net/etvbharat/prod-images/768-512-6740845-857-6740845-1586526068162.jpg)
ବ୍ରହ୍ମଗିରିରେ ଗରିବଙ୍କୁ ମାଗଣାରେ ବଣ୍ଟାଗଲା ମାସ୍କ
ବ୍ରହ୍ମଗିରିରେ ଗରିବଙ୍କୁ ମାଗଣାରେ ବଣ୍ଟାଗଲା ମାସ୍କ
ପଞ୍ଚାୟତର ସରପଞ୍ଚ, ନୋମିନ, ୱାର୍ଡ ମେମ୍ବରଙ୍କ ସହ ଜିଲ୍ଲା ପରିଷଦ ସଭ୍ୟଙ୍କ ସହାୟତାରେ ଏହି ମାସ୍କ ବଣ୍ଟା ଯାଇଥିଲା । ତେବେ ମାସ୍କ ବଣ୍ଟନ ବେଳେ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେବା ସହ ଲୋକମାନଙ୍କୁ ସଚେତନ କରାଯାଇଥିଲା ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ