ଓଡିଶା

odisha

ETV Bharat / state

ପୁରୀ କଣାସରେ ପଶିଲା ବନ୍ୟାଜଳ - PURI KANASA FILLED IN FLOOD WATER

ହୀରାକୁଦରୁ ଜଳ ନିଷ୍କାସନ ପରେ ତଳିଆ ଅଞ୍ଚଳରେ ପାଣି ପଶିଥିବା ବେଳେ ପୁରୀ ଜିଲ୍ଲାର କଣାସ ବ୍ଲକରେ ମଧ୍ୟ ବିଭିନ୍ନ ଗ୍ରାମରେ ପାଣି ପଶିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Sep 11, 2019, 3:06 PM IST

ପୁରୀ: ହୀରାକୁଦରୁ ଜଳ ନିଷ୍କାସନ ପରେ ତଳିଆ ଅଞ୍ଚଳରେ ପାଣି ପଶିଥିବା ବେଳେ ପୁରୀ ଜିଲ୍ଲାର କଣାସ ବ୍ଲକରେ ମଧ୍ୟ ବିଭିନ୍ନ ଗ୍ରାମରେ ପାଣି ପଶିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ବଡ଼ାସ, ପାଣ୍ଡିଆକେରା, ଦୋକନ୍ଦା ଓ ଗୋପିନାଥପୁର ଗ୍ରାମରେ ଦୟା ଓ ରାଜୁଆ ନଦୀର ବନ୍ୟା ଜଳ ପ୍ରବେଶ କରିଛି । ଘର ଗୁଡିକରେ ଆଣ୍ଠୁଏ ଲେଖାଏଁ ପାଣି ଥିବାରୁ ବିଭିନ୍ନ ଆସବା ପତ୍ର ସମେତ ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଛି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details