ଓଡିଶା

odisha

By

Published : Feb 10, 2020, 7:19 PM IST

ETV Bharat / state

ଶ୍ରୀମନ୍ଦିର ସୁରକ୍ଷା ଜୋନ ଉଚ୍ଛେଦ: ଭାଙ୍ଗିଲା ଲଜ୍‌, ଘରୋଇ ପ୍ଲଟ୍‌

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଏହି କ୍ରମରେ ସୋମବାର ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ଥିବା ସିମଲା ଭବନ, ଗୋବିନ୍ଦ ଲଜ୍‌ ସମେତ 2ଟି ଘରୋଇ ପ୍ଲଟ୍‌ ଉଚ୍ଛେଦ କରାଯାଇଛି ।

od_puri_eviction drive continue
ଶ୍ରୀମନ୍ଦିର ସୁରକ୍ଷା ଜୋନ: ଭଙ୍ଗାଗଲା 2ଟି ଲଜ୍‌ ସମତେ 2ଟି ଘରୋଇ ପ୍ଲଟ୍‌

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଏହି କ୍ରମରେ ସୋମବାର ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରୁ ଉଚ୍ଛେଦ କରାଯାଇଛି । ସିମଲା ଭବନ, ଗୋବିନ୍ଦ ଲଜ୍‌ ସମେତ 2ଟି ଘରୋଇ ପ୍ଲଟ୍‌ ଉଚ୍ଛେଦ କରାଯାଇଛି ।

ଶ୍ରୀମନ୍ଦିର ସୁରକ୍ଷା ଜୋନ: ଭଙ୍ଗାଗଲା 2ଟି ଲଜ୍‌ ସମତେ 2ଟି ଘରୋଇ ପ୍ଲଟ୍‌

ଶାନ୍ତି ଶୃଙ୍ଖଳା ପାଇଁ ଉଚ୍ଛେଦ ସ୍ଥାନରେ ପୋଲିସ ଫୋର୍ସ ସମେତ ପୁରୀ ଅତିରିକ୍ତ ଜିଲ୍ଲାପାଳ ବିନୟ ଦାସ, ଉପଜିଲ୍ଲାପାଳ ଭଵ ତରଣ ସାହୁ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟ କରାଇଥିଲେ । ତେବେ ଶ୍ରୀମନ୍ଦିର ସୁରକ୍ଷା ଜୋନର 50 ପ୍ରତିଶତ ଉଚ୍ଛେଦ ସରିଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details