ଓଡିଶା

odisha

ଚିଲିକାରେ ଆଜିଠୁ ଡଲଫିନ ଗଣନା ଆରମ୍ଭ

By

Published : Jan 19, 2020, 7:52 AM IST

Updated : Jan 19, 2020, 9:16 AM IST

ଚିଲିକାରେ ଡଲଫିନ ଗଣନା ଆରମ୍ଭ। ରବିବାର ସକାଳୁ ଚିଲିକାରେ ଡଲଫିନ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଗଣନା କାର୍ଯ୍ୟ ସକାଳ 7ଟାରୁ ଆରମ୍ଭ ହୋଇଥିବାବେଳେ ମଧ୍ୟାହ୍ନ 12 ଟା ପଯ୍ୟନ୍ତ ଚାଲିବ।

dolphin calculation start
ଚିଲିକାରେ ଡଲଫିନ ଗଣନା ଆରମ୍ଭ

ବ୍ରହ୍ମଗିରି: ଚିଲିକାରେ ଡଲଫିନ ଗଣନା ଆରମ୍ଭ। ରବିବାର ସକାଳୁ ଚିଲିକାରେ ଡଲଫିନ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ ଚିଲିକା ଉନ୍ନୟନ ବିଭାଗ, ସାତପଡା ବନବିଭାଗ, ବନ୍ୟଜନ୍ତୁ ବିଭାଗ, ପରିବେଶବିତ୍‌, ସମାଜସେବୀ ଓ ସାତପଡା ଡଙ୍ଗା ଚାଳକ ସଂଘ ନିୟୋଜିତ ଅଛନ୍ତି।

ଚିଲିକାରେ ଆଜିଠୁ ଡଲଫିନ ଗଣନା ଆରମ୍ଭ

ଏଥିଲାଗି ସାତପଡା ଅଞ୍ଚଳରୁ 7 ଟି ଟିମ ଗଠନ କରାଯାଇଛି । ଯେଉଁଥିରେ 47 ଜଣ ସଦସ୍ୟ ଅଛନ୍ତି। ଏହି କାର୍ଯ୍ୟ ସକାଳ 7ଟାରୁ ଆରମ୍ଭ ହୋଇଥିବାବେଳେ ମଧ୍ୟାହ୍ନ 12 ଟା ପଯ୍ୟନ୍ତ ଚାଲିବ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Jan 19, 2020, 9:16 AM IST

ABOUT THE AUTHOR

...view details