ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କୁ 21 କେଜି ରୂପା ଦାନ କଲେ ଭୁବନେଶ୍ବରର ଭକ୍ତ - 21 କେଜି ରୂପା

ମହାପ୍ରଭୁଙ୍କ ନିମନ୍ତେ 21 କେଜି ରୁପା ଦାନ କଲେ ଭକ୍ତ । ନବ ବର୍ଷ ଅବସରରେ ଜଣେ ଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କ ଅଳଙ୍କାର ଆଭୂଷଣ ନିର୍ମାଣ ପାଇଁ ରୁପା ଦାନ କରିଛନ୍ତି। ଅଧିକ ପଢନ୍ତୁ...

ଭକ୍ତ ଦାନ କଲେ 21 କେଜି ରୂପା
ଭକ୍ତ ଦାନ କଲେ 21 କେଜି ରୂପା

By

Published : Jan 4, 2021, 1:40 PM IST

ପୁରୀ: ମହାପ୍ରଭୁଙ୍କ ନିମନ୍ତେ 21 କେଜି ରୂପା ଦାନ କଲେ ଭକ୍ତ । ନବ ବର୍ଷ ଅବସରରେ ଜଣେ ଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କ ଅଳଙ୍କାର ଆଭୂଷଣ ନିର୍ମାଣ ପାଇଁ ରୂପା ଦାନ କରିଛନ୍ତି। ଭୁବନେଶ୍ବରର ଜଣେ ଭକ୍ତ ଶିବ ପ୍ରସାଦ ପଣ୍ଡା ମହାପ୍ରଭୁଙ୍କ ନିମନ୍ତେ 21 କେଜି ରୂପା ଦାନ କରିଛନ୍ତି।

ଶ୍ରୀମନ୍ଦିର କାର୍ଯ୍ୟଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏହି ରୂପା ଦାନ କରିଛନ୍ତି ସେ । ରତ୍ନ ସିଂହାସନରେ ଶ୍ରୀଜିଉଙ୍କ ବିଗ୍ରହ ସହ ଭୂଦେବୀ, ଶ୍ରୀଦେବୀ ଓ ଦକ୍ଷିଣ ଘରେ ବିଜେ ମଦନମୋହନଙ୍କ ନୂତନ ପ୍ରଭା ନିର୍ମାଣ ପାଇଁ ଏହି ରୂପା ଦାନ କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details