ଓଡିଶା

odisha

ETV Bharat / state

ବଟି ଆଦାୟକୁ କେନ୍ଦ୍ର କରି ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ - ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ମିଶ୍ରସାହି

ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ମିଶ୍ରସାହିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି। ଅଧିକ ପଢନ୍ତୁ...

ବଟି ଆଦାୟକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ବଟି ଆଦାୟକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

By

Published : Mar 16, 2021, 2:02 PM IST

ପୁରୀ: ବାସେଳି ସାହି ଥାନା ଅନ୍ତର୍ଗତ ମିଶ୍ରସାହିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି। ଯୁବକ ହେଉଛନ୍ତି ଅଲେଇ ଗଳିର ପ୍ରଦୀପ ତ୍ରିପାଠୀ। ସୁକାନ୍ତ ଭବାନିକ୍ଳବ ନିକଟରେ ଏକ ଘର ତିଆରି କରିଥିବାରୁ ଗତ କିଛିଦିନ ଧରି ତାଙ୍କଠାରୁ ଚାନ୍ଦା ଆଦାୟ କରିବା ପାଇଁ ଧମକ ଦେଉଥିଲେ କିଛି ଯୁବକ।

ବଟି ଆଦାୟକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ତେବେ ଆଜି(ମଙ୍ଗଳବାର) ସକାଳୁ ସୁକାନ୍ତ ମାର୍କଣ୍ଡେୟ ପୁଷ୍କରଣୀକୁ ଯାଉଥିବା ସମୟରେ ଦୁବୃର୍ତ୍ତମାନେ ଭୁଜାଲି ଏବଂ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଏବେ ସୁକାନ୍ତଙ୍କ ଅବସ୍ଥା ଗୁରୁତର ଥିବା ବେଳେ ପୁରୀ ବାସେଳିସାହି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଅନ୍ୟପଟେ ଅପରାଧିଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ପାଇଁ ଆହତଙ୍କ ସମର୍କୀୟ ଦାବି କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details