ପୁରୀ: ଟୋକିଓ ଅଲମ୍ପିକର ପ୍ରଥମ ଦିନରେ ଭାରତ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ମଣିପୁରୀ ଝିଅ ମୀରାବାଇ ଚାନୁ । ୪୯ କିଗ୍ରା ଭାରୋତ୍ତୋଳନ ବର୍ଗରେ ରୌପ୍ୟ ଜିତି ସାରା ଦେଶ ପାଇଁ ଗର୍ବ ଆଣିଛନ୍ତି ୨୬ ବର୍ଷୀୟ ମୀରା । ତେବେ ମୀରାଙ୍କର ଏହି ସଫଳତା ପାଇଁ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ ।
ବାଲୁକା ଚିତ୍ରକଳା ମାଧ୍ୟମରେ ଅଲମ୍ପିକ ବିଜେତା ମୀରାବାଇ ଚାନୁଙ୍କୁ ଶୁଭେଚ୍ଛା - mira bai chanu sand art
ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଅଲମ୍ପିକରେ ପ୍ରଥମ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...
ବାଲୁକା ଚିତ୍ରକଳା ମାଧ୍ୟମରେ ଅଲମ୍ପିକ ବିଜେତା ମୀରାବାଇ ଚାନୁଙ୍କୁ ଶୁଭେଚ୍ଛା
ବାଲୁକା ଚିତ୍ରକଳା ମାଧ୍ୟମରେ ଅଲମ୍ପିକ ବିଜେତା ମୀରାବାଇ ଚାନୁଙ୍କୁ ଶୁଭେଚ୍ଛା
ଏହି ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ