ପୁରୀ: ପୁରୀ ତାଳବଣିଆ ହେଲିପ୍ୟାଡରେ ଜରୁରୀ ଅବତରଣ କଲା କୋଷ୍ଟ ଗାର୍ଡ ହେଲିକପ୍ଟର । ପୁରୀ ସମୁଦ୍ର ଉପର ଦେଇ ପାଟ୍ରୋଲିଂ କରିବା ବେଳେ ହେଲିକପ୍ଟରରେ ହୋଇଥିଲା ଯାନ୍ତ୍ରିକ ତ୍ରୁଟି । ତେବେ ହଠାତ ଏଭଳି ହେବାରୁ ପୁରୀ ତାଳବଣିଆ ହେଲିପ୍ୟାଡରେ ଜରୁରୀ ଅବତରଣ କରିଛି ହେଲିକପ୍ଟର ।
Helicopter Makes Emergency Landing: ତାଳବଣିଆ ହେଲିପ୍ୟାଡରେ କୋଷ୍ଟଗାର୍ଡ ହେଲିକପ୍ଟରର ଜରୁରୀ ଅବତରଣ - ତାଳବଣିଆ ହେଲିପ୍ୟାଡରେ ହେଲିକପ୍ଟରର ଜରୁରୀ ଅବତରଣ
ପୁରୀ ତାଳବଣିଆ ହେଲିପ୍ୟାଡରେ ଜରୁରୀ ଅବତରଣ କଲା କୋଷ୍ଟ ଗାର୍ଡ ହେଲିକପ୍ଟର । ପୁରୀ ସମୁଦ୍ର ଉପର ଦେଇ ପାଟ୍ରୋଲିଂ କରିବା ବେଳେ ହେଲିକପ୍ଟରରେ ହୋଇଥିଲା ଯାନ୍ତ୍ରିକ ତ୍ରୁଟି । ଅଧିକ ପଢନ୍ତୁ
![Helicopter Makes Emergency Landing: ତାଳବଣିଆ ହେଲିପ୍ୟାଡରେ କୋଷ୍ଟଗାର୍ଡ ହେଲିକପ୍ଟରର ଜରୁରୀ ଅବତରଣ ତାଳବଣିଆ ହେଲିପ୍ୟାଡରେ କୋଷ୍ଟ ଗାର୍ଡ ହେଲିକପ୍ଟରର ଜରୁରୀ ଅବତରଣ](https://etvbharatimages.akamaized.net/etvbharat/prod-images/768-512-15348855-thumbnail-3x2-puri.jpg)
ତାଳବଣିଆ ହେଲିପ୍ୟାଡରେ କୋଷ୍ଟ ଗାର୍ଡ ହେଲିକପ୍ଟରର ଜରୁରୀ ଅବତରଣ
ତାଳବଣିଆ ହେଲିପ୍ୟାଡରେ କୋଷ୍ଟ ଗାର୍ଡ ହେଲିକପ୍ଟରର ଜରୁରୀ ଅବତରଣ
ତେବେ ହେଲିପ୍ୟାଡଟି ପାଖରେ ଥିବାରୁ ହେଲିକପ୍ଟର ଅବତରଣ କରିପାରିଲା ଆଉ ଏକ ବଡ଼ ଅଘଟଣରୁ ରକ୍ଷା ପାଇଗଲା ହେଲିକପ୍ଟର ବୋଲି ଇଣ୍ଡିଆନ କୋଷ୍ଟଗାର୍ଡର କର୍ମଚାରୀ ମାନେ ସୂଚନା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
TAGGED:
puri helicopter landing news