ଭୁବନେଶ୍ବର: ଆସନ୍ତା 29 ତାରିଖରୁ ପୁରୀ ଓ ଭୁବନେଶ୍ୱରରେ ନିର୍ମାଣ କାର୍ଯ୍ୟ ପୁନଃ ଆରମ୍ଭ ହେବ। ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପୁଣି ଶୁକ୍ରବାର ଠାରୁ ଆରମ୍ଭ ହେବ।ଯାହାକି କରୋନା ଭାଇରସର ବ୍ୟାପକତା ତଥା ଲକଡାଉନ ପାଇଁ ବିଗତ 2 ମାସରୁ ଉର୍ଦ୍ଧ୍ବ ସମୟ ଧରି ବନ୍ଦ ରହିଥିଲା । ଆଜି ଭିଡିଓ କନଫରେନ୍ସ ଜରିଆରେ ସମୀକ୍ଷା ପରେ କାମ ଆରମ୍ଭ କରିବାକୁ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ନବୀନଙ୍କ ନିର୍ଦ୍ଦେଶ, 29ରୁ ଆରମ୍ଭ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ - ନବୀନଙ୍କ ନିର୍ଦ୍ଦେଶ
ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପୁଣି ଶୁକ୍ରବାର ଠାରୁ ଆରମ୍ଭ ହେବା ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...
cm-talk-to-collecter
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ
Last Updated : May 27, 2020, 3:54 PM IST