ପୁରୀ: ମହାପ୍ରଭୁଙ୍କ ଦିବ୍ୟ ପହଣ୍ଡି ବିଜେ ସମୟରେ ହୁଏ ଚାମର ସେବା । ଠାକୁରଙ୍କ ଏହି ଦିବ୍ୟଲୀଳା ଖେଳାରେ ଠାକୁରଙ୍କ ଶୀତଳିକରଣ ପାଇଁ ଯୋଗେଇ ଦିଆଯାଏ ଚାମର ସେବା । ତେବେ କାଳିଆ ସାଆନ୍ତଙ୍କ ମାନବୀୟ ଲୀଳାଖେଳାରେ ଠାକୁରଙ୍କୁ ମଧ୍ୟ ଗରମ ହୁଏ । ତାଙ୍କ ଦେହରୁ ଝାଳ ବାହାରେ । ଏଥିପାଇଁ ଠାକୁରଙ୍କୁ ଥଣ୍ଡା କରିବା ଉର୍ଦ୍ଦେଶ୍ୟରେ ଏହି ସେବା ଯୋଗାଇ ଦିଆଯାଏ ।
ମହାପ୍ରଭୁଙ୍କ ପାରମ୍ପରିକ ‘ଚାମର ସେବା’ - ମହାପ୍ରଭୁ
ଠାକୁରଙ୍କ ଏହି ଦିବ୍ୟଲୀଳା ଖେଳାରେ ଠାକୁରଙ୍କ ଶୀତଳିକରଣ ପାଇଁ ଯୋଗେଇ ଦିଆଯାଏ ଚାମର ସେବା ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ
ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ
ତେବେ କେଉଁ ସମୟରେ ଏହି ଚାମର ସେବା ହୁଏ । କଣ ରହିଛି ଚାମର ସେବାର ବିଧି । ଏନେଇ ଜଣେ ଚାମର ସେବା ଯୋଗାଇ ଦେଉଥିବା ସେବାୟତଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।