ବ୍ରହ୍ମଗିରି:ପୁରୀ ଜିଲ୍ଲା ବ୍ରହ୍ମଗିରି ଗ୍ରାମ ନ୍ୟାୟାଳୟ ପରିସରରେ ଆଜି(ଗୁରୁବାର) ଆଇନଜୀବୀ ଦିବସ ପାଳନ ହୋଇଛି । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 174ତମ ଜୟନ୍ତୀ ସମାରୋହରେ ବ୍ରହ୍ମଗିରିର ପ୍ରଥମ ଆଇନଜୀବୀ ଦିବସ ପାଳନ କରାଯାଇଛି।
ବ୍ରହ୍ମଗିରି ଗ୍ରାମ ନ୍ୟାୟାଳୟରେ ଆଇନଜୀବୀ ଦିବସ ପାଳିତ - ବ୍ରହ୍ମଗିରି ଗ୍ରାମ ନ୍ୟାୟାଳୟରେ ଆଇନଜୀବୀ ଦିବସ ପାଳିତ
ଆଜି(ଗୁରୁବାର) ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ବ୍ରହ୍ମଗିରି ଗ୍ରାମ ନ୍ୟାୟାଳୟରେ ଆଇନଜୀବୀ ଦିବସ ପାଳିତ ହୋଇଛି । ଅଧିକ ପଢନ୍ତୁ
ବ୍ରହ୍ମଗିରି ଗ୍ରାମ ନ୍ୟାୟାଳୟରେ ଆଇନଜୀବୀ ଦିବସ ପାଳିତ
ବ୍ରହ୍ମଗିରି ଗ୍ରାମ ନ୍ୟାୟାଳୟରେ ଆଇନଜୀବୀ ଦିବସ ପାଳିତ
ମଧୁସୂଦନ ଦାସଙ୍କ ଜୟନ୍ତୀକୁ ସମ୍ମାନ ଜଣାଇ 1998 ମସିହା ଠାରୁ ଏହି ମହାନ ଦିବସକୁ ଓଡ଼ିଶାର ଆଇନଜୀବୀ ସଂଘ ଆଇନଜୀବୀ ଦିବସ ରୂପେ ପାଳନ କରି ଆସୁଛି । ବ୍ରହ୍ମଗିରିରେ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୁରୀ ମୁଖ୍ୟ ବିଚାରପତି ଡ. ଇନ୍ଦୁ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହିତ ବ୍ରହ୍ମଗିରି ତହସିଲଦାର ଏବଂ ବ୍ରହ୍ମଗିରିର ସମସ୍ତ ଆଇନଜୀବୀ ଓ ମୋହରିଅରମାନେ ଉପସ୍ଥିତ ଥିଲେ ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ