ଓଡିଶା

odisha

ETV Bharat / state

କରତ କଳ ଉପରେ ଚଢାଉ - କରତ କଳ ମିଲ ଉପରେ ଚଢାଉ

ପୁରୀର ବ୍ରହ୍ମଗିରିସ୍ଥିତ କାଠୁଆଡି ଗ୍ରାମ ନିକଟରେ ଥିବା ବେଆଇନ କରତ କଳ ଉପରେ ଚଢାଉ କରିଛି ବନବିଭାଗ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମପୁର

By

Published : Sep 12, 2019, 1:23 PM IST

ବ୍ରହ୍ମଗିରି: ବନବିଭାଗ ଦ୍ବାରା ବେଆଇନ କରତ କଳ ଉପରେ ଚଢାଉ । ପୁରୀ ବ୍ରହ୍ମଗିରି କାଠୁଆଡି ଗ୍ରାମ ନିକଟରେ ଥିବା ବେଆଇନ କରତ କଳ ଉପରେ ଚଢାଉ କରାଯାଇଛି । ପୁରୀ ଡିଭିଜନ ବନବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଚଢାଉ କରାଯାଉଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମପୁର

ମୂଲ୍ୟବାନ କାଠ ଏବଂ ଲକ୍ଷାଧିକ ଟଙ୍କାର କାଠ କଟା ଯନ୍ତ୍ରାଂଶ ଚଢାଉ ବେଳେ ଜବତ ହୋଇଛି। ଏହି ବେଆଇନ କରତ କଳର ମାଲିକ କାଠୁଆଡି ଗ୍ରାମର କାଳୁ ଜେନା ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ କର୍ମଚାରୀ ମୁତୟନ ହୋଇଥିବାବେଳେ ଚଢାଉ ଜାରି ରହିଛି।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details