ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକରେ ଆବାସ ଯୋଜନାରେ ସମସ୍ତ ହିତାଧିକାରୀଙ୍କ ନାମ ତାଲିକା ଭୁକ୍ତ କରିବା ପାଇଁ ବିଜେପିର ଦାବିପତ୍ର । ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃରେ ଦଳୀୟ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ବିଡିଓଙ୍କୁ ଦାବିପତ୍ର ଦେଇଛନ୍ତି ।
ଆବାସ ଯୋଜନାରେ ଅନିୟମିତତା ନ କରିବା ପାଇଁ ବିଜେପିର ଦାବିପତ୍ର - PMAY scam
ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକରେ ଆବାସ ଯୋଜନାରେ ସମସ୍ତ ହିତାଧିକାରୀଙ୍କ ନାମ ତାଲିକା ଭୁକ୍ତ କରିବା ପାଇଁ ବିଜେପିର ଦାବିପତ୍ର । ଅଧିକ ପଢନ୍ତୁ...
![ଆବାସ ଯୋଜନାରେ ଅନିୟମିତତା ନ କରିବା ପାଇଁ ବିଜେପିର ଦାବିପତ୍ର ଆବାସ ଯୋଜନାରେ ଅନିୟମିତତା ନ କରିବା ପାଇଁ ବିଜେପିର ଦାବିପତ୍ର](https://etvbharatimages.akamaized.net/etvbharat/prod-images/768-512-12396282-thumbnail-3x2-brahmgiri.jpg)
ଆବାସ ଯୋଜନାରେ ଅନିୟମିତତା ନ କରିବା ପାଇଁ ବିଜେପିର ଦାବିପତ୍ର
ଆବାସ ଯୋଜନାରେ ଅନିୟମିତତା ନ କରିବା ପାଇଁ ବିଜେପିର ଦାବିପତ୍ର
ବିଜେପିର ଅଭିଯୋଗ ଅନୁସାରେ, ବ୍ରହ୍ମଗିରି ବ୍ଲକକୁ ପ୍ରାୟ 12ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆସିଛି । ଏଥିରେ ଅନିୟମିତତା ନ କରି ସମସ୍ତ ହିତାଧିକାରୀଙ୍କ ନାମ ତାଲିକା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଲଗାଇବା ପାଇଁ ବିଧାୟକ ଲଳିତେନ୍ଦୁ ଦାବି କରିଛନ୍ତି ।
ବ୍ରହ୍ମଗିରିରୁ ଦେବଶିଷ ଦାସ, ଇଟିଭି ଭାରତ