ପୁରୀ: ବାଲୁକାଚିତ୍ର କଳାରେ ସଚେତନତା ବାର୍ତ୍ତା । 21 ଅକ୍ଟୋବରକୁ ଆମ ଦେଶରେ ନ୍ୟାସନାଲ ବ୍ରେଷ୍ଟ କ୍ୟାନ୍ସସର ଆକ୍ସନ ଡେ ଭାବେ ପାଳନ କରାଯାଏ । ବ୍ରେଷ୍ଟ କ୍ୟାନ୍ସସରର କାରଣ କଣ, ଏହାର କିଭଳି ଚିକିତ୍ସା କରାଯାଇ ପାରିବ ସେ ନେଇ ସଚେତନତା ନିମନ୍ତେ ଏହି ଦିବସ ପାଳନ କରାଯାଏ ।
ବ୍ରେଷ୍ଟ କ୍ୟାନ୍ସସର ଆକ୍ସନ ଡେ: ବାଲୁକାଚିତ୍ର କଳାରେ ସଚେତନତା ବାର୍ତ୍ତା - Awareness message
21 ଅକ୍ଟୋବରକୁ ଆମ ଦେଶରେ ନ୍ୟାସନାଲ ବ୍ରେଷ୍ଟ କ୍ୟାନ୍ସସର ଆକ୍ସନ ଡେ ଭାବେ ପାଳନ କରାଯାଏ । ତେବେ ଏହି ବିଶେଷ ଦିନରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ର କଳା କରି ଏହି ଦିବସର ଉଦେଶ୍ୟ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି । ଅଧିକ ପଢନ୍ତୁ...
ବାଲୁକାଚିତ୍ର କଳାରେ ସଚେତନତା ବାର୍ତା
ବାଲୁକାଚିତ୍ର କଳାରେ ସଚେତନତା ବାର୍ତା
ତେବେ ଏହି ବିଶେଷ ଦିନରେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ର କଳା କରି ଏହି ଦିବସର ଉଦେଶ୍ୟ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି । ଇଣ୍ଡିଆ ଫାଇଟ୍ସ ବ୍ରେଷ୍ଟ କ୍ୟାନ୍ସରର ମେସେଜ ରହିଛି ଏହି ବାଲୁକା ଚିତ୍ର କଳା ମାଧ୍ୟମରେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ