ପିପିଲି ଉପନିର୍ବାଚନ; ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଆଶ୍ରିତ - ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଆଶ୍ରିତ
ପିପିଲି ଉପନିର୍ବାଚନ; ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଆଶ୍ରିତ
15:06 March 26
ପିପିଲି ଉପନିର୍ବାଚନ; ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଆଶ୍ରିତ
ପୁରୀ:ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲା ବିଜେପି । ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ନାମାଙ୍କନ ଦାଖଲ କରିଛନ୍ତି । ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ସୂଚନା ।
ସେପଟେ ଆଶ୍ରୀତ ପଟ୍ଟନାୟକ ଏନେଇ କହିଛନ୍ତି ଆଗାମୀ ଦିନରେ ପିପିଲିବାସୀ ବିଜେପିକୁ ଭୋଟ ଦେବେ । ଗତ 35 ବର୍ଷ ବନାମ 35 ମାସର ଲଢେଇରେ ବିଜେପି ନିଶ୍ଚିତ ବିଜୟ ଲାଭ କରିବ ବୋଲି କହିଛନ୍ତି ଅଶ୍ରିତ ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Mar 26, 2021, 5:27 PM IST